Nojoto: Largest Storytelling Platform

ଚିର ସଂଘର୍ଷ... ଅପେକ୍ଷାରତ... କେବେ ସ୍ଵେଦ ସିକ୍ତ ହୁଏ ମା

ଚିର ସଂଘର୍ଷ...
ଅପେକ୍ଷାରତ...
କେବେ ସ୍ଵେଦ ସିକ୍ତ ହୁଏ ମାଟି..
କେବେ ଆଖିର ଦୁଇ ପଲକ,

ସ୍ଵପ୍ନ ପାଏ ମହାର୍ଘ 
କାମନାରୁ ବହୁ ଉର୍ଦ୍ଧ୍ବ ରେ 
ମାତ୍ର.... 
ଭୁଲିଯାଏ ସବୁ ଭଲ ପାଇବା ଓ ବିବେକ 
ରକ୍ତାକ୍ତ ପିଠି ଏବେବି ଖାଏ ଚାବୁକ। ନିଶବ୍ଦ ଆଲୋଡନ #odia #nayagarh #odiapoetry #odiakavita #odisha