ଯେଉଁଥିରେ ଭେଟିଥିଲି ସେହି ଅଚିହ୍ନା ମଣିଷକୁ ସତରେ କି ଲିଭି ଯିବ ସେଇ ଚିହ୍ନା ମୁହଁ ଫଟୋ ସିନା ଜାଳି ଦେଲି ,ହେଲେ କେମିତି ତାକୁ ଭୁଲିବି ମୁଁ କୁହ?????? ଲେଖନ୍ତୁ କିଛି ମନଛୁଆଁ କଥା ଅବା କବିତା ଉପରୋକ୍ତ ଶୀର୍ଷକରେ। #collab #ଲିଭେଇଦିଅନ୍ତି #yqbhaina #yqodia #munodia #yqodiawriting #odiawritings #YourQuoteAndMine Collaborating with YourQuote Bhaina