ତେବେ ଆମେ, କିସ୍ତିରେ ବଞ୍ଚିବା କାହିଁକି?? (Full poem in caption) ଯେବେ ରାତି ଆସେ, ସାଥିରେ ଆଣି ମହକ ରଜନୀଗନ୍ଧାର, ଭରିଦିଏ ମନରେ ସୁଗନ୍ଧ । ଆଣିଦିଏ ଆଖିରେ ସପନ, ପ୍ରଲୋଭନ ଦିଏ ରାତି, ଜୀବନକୁ ନିଜ ଦୃଷ୍ଟିକୋଣରୁ ଦେଖିବାକୁ । ତେବେ ଆମେ, କିସ୍ତିରେ ବଞ୍ଚିବା କାହିଁକି?