"ଯୁଗ ଯୁଗ ର ଏ ସତ୍ୟ କାହାଣୀ, ପ୍ରଥମ ପ୍ରେମ ର ଅଲିଭା ବାଣୀ, ଆଙ୍କିଦିଏ ଦୃଢ଼ ଚିହ୍ନ। ଭାଗ୍ୟ ଲେଖା ମାତ୍ର ଅନ୍ଧକାର ରାଣୀ, ଅନନ୍ତ ଦୁଃଖ ର ଅଜାଣତ ଠାଣି, ହଜିଯାଏ ସୁଖ ଦିନ।" #cinemagraphlove #lovestory #odiaquotes #yqlove #lifelessons #reality #thoughts #feelings