Nojoto: Largest Storytelling Platform

ବଡ଼ ଭୋକ, ବାବୁ। ୧୦ ଦିନ ହେଲା କିଛି ଖାଇନି।ଏତିକ

        ବଡ଼ ଭୋକ, ବାବୁ। ୧୦ ଦିନ ହେଲା କିଛି ଖାଇନି।ଏତିକି 
କହି କାନ୍ଦି ପକେଇଲା  ପିଲାଟି। ଲୁହ ଛଳଛଳ ଆଖି, ପାଟିରୁ 
ଆଉ କଥା ବାହାରୁନି। ଥରିଲା ହାତରେ ଲୁହ ପୋଛି ପିଲାଟି 
କହିଲା, "ବାବୁ, ବଡ଼ ଭୋକ ଲାଗୁଛି। କିଛି ଖାଇବାକୁ 
ଦିଅନ୍ତୁ।" 
      ପିଲାଟି ପାଖରୁ ସେତିକି କଥା ଶୁଣି ମୋ ଆଖି ବି 
ଲୁହରେ ଛଳଛଳ ହେଇଗଲା। ଘର ଭିତରକୁ ଯାଇ 
ଦେଖିଲି ବାସି ରୁଟି ୨ ଖଣ୍ଡ ଅଛି। ସେତିକି ହାତରେ 
ଧରି ପିଲାଟି ପାଖକୁ ଆସିଲି। ତା' ହାତରେ ଧରେଇ 
ଦେଇ କହିଲି, "ନେ, ଖାଇଦେ।"
           ବହୁତ ଖୁସିରେ ପିଲାଟି ମୋ ହାତରୁ 
ରୁଟି ନେଇ ଖାଇବାକୁ ଲାଗିଲା। ଖୁସିରେ 
ମୋତେ କୁଣ୍ଢେଇ ପକେଇଲା ପିଲାଟି। 
ଭୋକିଲା ପିଲାଟିକୁ କିଛି ଖାଇବା ଦେଇ 
ପାରିଥିବାରୁ ମୁଁ ବି ବହୁତ ଖୁସି ଥିଲି।        Bohot bhukh hai, sahab... 10 din se kuch nhi khaya... Itna bolke wo bacha ro pada... Ansu se bharpur ankhe,, bat nhi kr pa rha tha... Tharta hua hath se anshu poch kr wo bacha bola, "sahab, bohot bhukh lag rha hai... Kuch khane ko de do... "
   Us bache se itna sunne k bad mere ankhe bhi anshu se bhar gaya... Ghar k ander ja ke dekha kal ka 2 roti tha... Utna hi hath me pakad ke uske pass aaya... Uske hath me pakdaa k me bola, "lo,, kha lo... "
     Bohot khush ho ke wo mere hath se roti le ke khane laga... Khush hoke mujhe gale lagaya... Bhukha bacha ko khana de saka,, isliye me bhi bohot khush tha... 

ଆଜି ମଇ୧୩, ଓଡ଼ିଆ ସାହିତ୍ୟରେ ମାଟିର ମହକ ଭରିଥିବା, ତୃଣମୂଳ ସ୍ଥରରେ ସାହିତ୍ୟକୁ ଆହ୍ୱାନ କରି ସମାଜ ପାଇଁ ନୂଆ ଦିଶା ଦେଖାଇଥିବା, ସମାଜରେ ପିଡ଼ୀତଙ୍କ ପାଇଁ ଏକ ଦମ୍ଭର ସ୍ୱର ସାଜିଥିବା, ଓଡ଼ିଆ ସାହିତ୍ୟ ଜଗତର ଯୁଗପୁରଷ, ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ "ମାଟିର ମହାକବି, ମାଟିର ଦ୍ରୋଣ, କବିଗୁରୁ, ସମୟର ସଭାକବି" ଏମିତି ଅନେକ ଶ୍ରଦ୍ଧେୟ ନାମରେ ପରିଚିତ ସଚ୍ଚିଦାନନ୍ଦ ରାଉତରାୟ ବା ସଚ୍ଚି ରାଉତରାୟଙ୍କ ଜନ୍ମ ତିଥି। ଏହି ଅବସରରେ ଚାଲନ୍ତୁ ଲେଖିବା କିଛି କଥା ତାଙ୍କ ସ୍ମୃତିରେ।

ଆଜିର #yostowrimoଓଡ଼ିଆ ରେ ଆମେ ଦେଉଛୁ, ସଚ୍ଚି ରାଉତରାୟଙ୍କ ଏକ ପ୍ରସିଦ୍ଧ କବିତା 'ଭାତ'ର ଏକ ପଂକ୍ତି। ଏହି ଶୀର୍ଷକରେ ରଚନା କରନ୍ତୁ ଏକ ଲଘୁକଥା ବା ଅଣୁଗଳ୍ପ। ପୃଷ୍ଠା ମଧ୍ୟରେ ଲେଖିବାକୁ ଅନୁରୋଧ।