Nojoto: Largest Storytelling Platform

ଲିପିମା ର ଶେଷ ଛନ୍ଦ ରେ ଲେଖିବା ଆରମ୍ଭି ଥିଲି ଲଳନା କୁମ

ଲିପିମା ର ଶେଷ ଛନ୍ଦ ରେ 
ଲେଖିବା ଆରମ୍ଭି ଥିଲି ଲଳନା
 କୁମାରୀ ର ଲିଖିତ ଅଭିମାନ ସବୁ।
ଲୋଚା କାଗଜ କୁ ସଳଖି
ଲେଖିଥିଲି ଅନେକ ଅଭୁଲା ଦାଗ 
ର ଲୁଚକାଳି କବିତା
ତମେ ଦୁରରୁ ଦେଖିଲ ହସିଲ ଆଉ
ପ୍ରତ୍ୟୁତ୍ତରରୁ ପ୍ରତିକ୍ଷା ର ସ୍ୱର୍ଣ୍ଣ ଲିପି 
ଲମ୍ବେଇଲ। ଦିନେ ତୁମେହିଁ ତ ଲେଖି ଥିଲ ଶବ୍ଦରେ !

#yqbhaina #yqodia #muodia odiapoetry #ଏଣୁତେଣୁକଥା #odiakavita #odiawritings #odiaquotes    #YourQuoteAndMine
Collaborating with Dharitri Panigrahi