Nojoto: Largest Storytelling Platform

#RajasthanDiwas ଆମ ଜନମ ଭୂଇଁ ଓଡ଼ିଶା ସୁନ୍ଦର ସଂସ୍କୃ

#RajasthanDiwas   ଆମ ଜନମ ଭୂଇଁ ଓଡ଼ିଶା
ସୁନ୍ଦର ସଂସ୍କୃତି ମିଠା ତା ଭାଷା
ତାର ମାଟି ପାଣି ସଞ୍ଜ ସକାଳ
ସବୁଠୁ ବଢିଆ ଦହି ପଖାଳ

କୋଣାର୍କ ଲିଙ୍ଗରାଜ ମହୋଦଧି ତୀର
ବିଜେ ଏଠି କାଳିଆ ଠାକୁର
ସ୍ୱର୍ଣ୍ଣ ଅକ୍ଷରେ ଲେଖା ହୋଇଛି  ତା ଅତୀତ
ଯେଉଁ ସ୍ଥାନେ ଚଣ୍ଡାଶୋକ ଧର୍ମାଶୋକ ରେ ହେଲେ ପରିଣତ

ଜାତି ଧର୍ମ ର ତ ଏଠି ନାହିଁ  ବିଚାର 
ସଭିଙ୍କ ମଧ୍ୟେ ସମ୍ପର୍କ ଭାଇ ଭାଇର
ମାଆ ମାଟି ଲାଗି ଏ ଜୀବନ ସମର୍ପିତ
ନା ରଖିଯାଇଛନ୍ତି ଧରମା ଓ ବାଜିରାଉତ

©Rose rose Happy Utakal Divas Shakuntala Sharma poonam_singla  Radhika sweety Anjali  murli dhar  Sushant Rana Amy The poetry Himanshu Gupta ramakantdubey Namrata Tripathi

roserose1031

Rose rose

New Creator