Nojoto: Largest Storytelling Platform

ମୟୁରୀ ଗୋ ଲୋଡ଼ା ନାହିଁ ତୁମ ଚନ୍ଦ୍ରିକା, ଝଞ୍ଜାବତୀ ରୁ କେ

ମୟୁରୀ ଗୋ ଲୋଡ଼ା ନାହିଁ ତୁମ ଚନ୍ଦ୍ରିକା,
ଝଞ୍ଜାବତୀ ରୁ କେମିତି ସାଜିଲ ସାଗରିକା।।
ତମେ କେନ୍ଦ୍ରାପଡ଼ା ର ବୈଜୟିନ୍ତୀ,
ଶବଦ ପେନ୍ଥାଏ ଧାର ଦିଅ ମୁଁ କିଛି ରଚନ୍ତି।।
ଜହ୍ନ ର କଜ୍ଜଳ ଆଖି ପୋଛିପାଛି
          ଛାତିରେ ଥରେ ଦିଅ ଆଉଜି,
ତୁମ ଭାବନା ର ନ‌ଈବଢ଼ି ନିର୍ମାଣେ
          ଅନେକ ସାହିତ୍ୟ ଦରଜୀ।।
          ରଜନୀ ରମଣୀ ତୁମେ,
ଝିଙ୍କାରି ଶବଦ ନିଇତି ତୁମ ଭାବନା କୁ ଚୁମେ।।
ତୁମେ ଈଷାନୀ, ପାଠ କରେ ଯିଏ ତୁମ ସ୍ତୁତି,
           ମିଳ‌ଇ ଅନେକ ତୃପତି।।  samal Eshaniଦିଦି, ଠିକ୍ "cake" murder ବେଳେ ତମକୁ ଶୁଭେଚ୍ଛା ଜଣାଉଛି।

Wish you a tremendous HAPPY BIRTHDAY 🎂🎂🎂🎂 DIDI.
 ପ୍ରଭୁ ବଳଦେବଜୀଉ ଙ୍କ ର ଆଶୀର୍ବାଦ ତୁମ ଉପରେ ବରଷୁ ଥାଉ।
ତୁମ ସଫଳତା ର ସନନ୍ଦ ସବୁ ଆକାଶ କୁ ଛୁଇଁ ଯାଉ।
#yqbhaina
#yqodia
#munodia
ମୟୁରୀ ଗୋ ଲୋଡ଼ା ନାହିଁ ତୁମ ଚନ୍ଦ୍ରିକା,
ଝଞ୍ଜାବତୀ ରୁ କେମିତି ସାଜିଲ ସାଗରିକା।।
ତମେ କେନ୍ଦ୍ରାପଡ଼ା ର ବୈଜୟିନ୍ତୀ,
ଶବଦ ପେନ୍ଥାଏ ଧାର ଦିଅ ମୁଁ କିଛି ରଚନ୍ତି।।
ଜହ୍ନ ର କଜ୍ଜଳ ଆଖି ପୋଛିପାଛି
          ଛାତିରେ ଥରେ ଦିଅ ଆଉଜି,
ତୁମ ଭାବନା ର ନ‌ଈବଢ଼ି ନିର୍ମାଣେ
          ଅନେକ ସାହିତ୍ୟ ଦରଜୀ।।
          ରଜନୀ ରମଣୀ ତୁମେ,
ଝିଙ୍କାରି ଶବଦ ନିଇତି ତୁମ ଭାବନା କୁ ଚୁମେ।।
ତୁମେ ଈଷାନୀ, ପାଠ କରେ ଯିଏ ତୁମ ସ୍ତୁତି,
           ମିଳ‌ଇ ଅନେକ ତୃପତି।।  samal Eshaniଦିଦି, ଠିକ୍ "cake" murder ବେଳେ ତମକୁ ଶୁଭେଚ୍ଛା ଜଣାଉଛି।

Wish you a tremendous HAPPY BIRTHDAY 🎂🎂🎂🎂 DIDI.
 ପ୍ରଭୁ ବଳଦେବଜୀଉ ଙ୍କ ର ଆଶୀର୍ବାଦ ତୁମ ଉପରେ ବରଷୁ ଥାଉ।
ତୁମ ସଫଳତା ର ସନନ୍ଦ ସବୁ ଆକାଶ କୁ ଛୁଇଁ ଯାଉ।
#yqbhaina
#yqodia
#munodia