Nojoto: Largest Storytelling Platform

ତୁମେ ମୋର ସେହି ଭଗ୍ନାଂଶ ଯିଏ ମୋତେ କରିଛି ସମ୍ପୁର୍ଣ୍ଣ, ତ

ତୁମେ ମୋର ସେହି ଭଗ୍ନାଂଶ
ଯିଏ ମୋତେ କରିଛି ସମ୍ପୁର୍ଣ୍ଣ,
ତୁମେ ମୋର ସେହି ମିଶାଣ
ଯିଏ ମୋତେ କରିଛି ଗୁଣିତ,
ତୁମେ ମୋର ସେହି ବିଭାଜନ
ଯିଏ ମୋତେ କରିଛି ଦୁଃଖର ଅନ୍ତ,
ତୁମେ ମୋର ସେହି ଗଣିତ
ଯିଏ ମୋତେ କରିଛି ପ୍ରତିଫଳିତ,
ତୁମେ ମୋର ସେହି ଜ୍ୟାମିତି
ଯାହା ପାଇଁ ଜୀବନ ଏବେ ନୂଆ ରୂପେ ଅଙ୍କିତ।।

©Pramod Padhy #HappyBirthdaySalman
ତୁମେ ମୋର ସେହି ଭଗ୍ନାଂଶ
ଯିଏ ମୋତେ କରିଛି ସମ୍ପୁର୍ଣ୍ଣ,
ତୁମେ ମୋର ସେହି ମିଶାଣ
ଯିଏ ମୋତେ କରିଛି ଗୁଣିତ,
ତୁମେ ମୋର ସେହି ବିଭାଜନ
ଯିଏ ମୋତେ କରିଛି ଦୁଃଖର ଅନ୍ତ,
ତୁମେ ମୋର ସେହି ଗଣିତ
ଯିଏ ମୋତେ କରିଛି ପ୍ରତିଫଳିତ,
ତୁମେ ମୋର ସେହି ଜ୍ୟାମିତି
ଯାହା ପାଇଁ ଜୀବନ ଏବେ ନୂଆ ରୂପେ ଅଙ୍କିତ।।

©Pramod Padhy #HappyBirthdaySalman
pramodpadhy5699

Pramod Padhy

New Creator