Nojoto: Largest Storytelling Platform

ଜୀବନକୁ ବୁଝିବାକୁ ବହୁତ ଇଚ୍ଛା ଥିଲା , କିନ୍ତୁ ବୁଝି ନପାର

ଜୀବନକୁ ବୁଝିବାକୁ ବହୁତ ଇଚ୍ଛା ଥିଲା ,
କିନ୍ତୁ ବୁଝି ନପାରି ଚୁପ ହେଇଗଲି ll
ହେଲେ ସମୟ ଏମିତି ପରିସ୍ଥିତି ଆଣିଲା ଯେ,
ବୁଝିବାକୁ ଇଚ୍ଛା ନଥିଲେ ବି ସବୁକିଛି ବୁଝି ହେଇଯାଉଛି ll

©LRS TALKS #bike_wale
ଜୀବନକୁ ବୁଝିବାକୁ ବହୁତ ଇଚ୍ଛା ଥିଲା ,
କିନ୍ତୁ ବୁଝି ନପାରି ଚୁପ ହେଇଗଲି ll
ହେଲେ ସମୟ ଏମିତି ପରିସ୍ଥିତି ଆଣିଲା ଯେ,
ବୁଝିବାକୁ ଇଚ୍ଛା ନଥିଲେ ବି ସବୁକିଛି ବୁଝି ହେଇଯାଉଛି ll

©LRS TALKS #bike_wale
lipuranjansahoo3107

LRS TALKS

New Creator