Nojoto: Largest Storytelling Platform

ମୋ ହୃଦୟ ଖେଳୁଛି ଆଜି ମୋ ସାଥିରେ, ଛାଇ ଆଲୁଅର ଖେଳ । ସାଇତ

ମୋ ହୃଦୟ ଖେଳୁଛି ଆଜି ମୋ ସାଥିରେ,
ଛାଇ ଆଲୁଅର ଖେଳ ।
ସାଇତି ରଖିଛି ତୁମକୁ ହୃଦୟରେ,
ହେଲେ କହିବାକୁ ଲାଗୁଛି ଡର।।
କେତେବେଳେ ଚୁପ୍ ରହୁଛି ହୃଦୟ, 
ତ କେତେବେଳେ ମୁଁ ।
ଆଉ ତୁମକୁ ଆଗରେ ଦେଖିଲେ,
ପାଟି ଖୋଲିବାର ନ ଥାଏ ଯୁ ।।  #ହୃଦୟ #ଖେଳ #ଛାଇ #ଆଲୁଅ #YQdidi #yqbaba #yourquote #BoostThyself #odia #YQBhaina #YQOdia #MunOdia #khela