Nojoto: Largest Storytelling Platform

ଜୀବନ ମରୁଭୂଇଁଟିଏ 🔥 🏜️

 ଜୀବନ ମରୁଭୂଇଁଟିଏ  🔥  🏜️                                  ‌‌ଚାଲିଵାକୁ ହୁଏ ଏଠି ତତଲା ବାଲିରେ 🌞।                     ସାଥୀ  ମୋର କେହି ନାହିଁ😢                                          ଏକା ଏକା ଚାଲି ଯିବାକୁ ପଡ଼ଇ 🙍 ‌।                                ଵରଷା ଏଠି ସାତ ସ୍ୱପନ🌦️                                  ମରୀଚିକା ଆଉ ଗରମ ପବନ🌪️। #Feeling excited #myfirstquote😘
 ଜୀବନ ମରୁଭୂଇଁଟିଏ  🔥  🏜️                                  ‌‌ଚାଲିଵାକୁ ହୁଏ ଏଠି ତତଲା ବାଲିରେ 🌞।                     ସାଥୀ  ମୋର କେହି ନାହିଁ😢                                          ଏକା ଏକା ଚାଲି ଯିବାକୁ ପଡ଼ଇ 🙍 ‌।                                ଵରଷା ଏଠି ସାତ ସ୍ୱପନ🌦️                                  ମରୀଚିକା ଆଉ ଗରମ ପବନ🌪️। #Feeling excited #myfirstquote😘
rrsahoo7966

R.R Sahoo

New Creator