Nojoto: Largest Storytelling Platform

ସ୍ବଗତୋକ୍ତି ମୁହିଁ କରୁଛି ଆଜି ତୁମ ସୌନ୍ଦର୍ଯ୍ୟର ପ୍ରଣୟ ସ

ସ୍ବଗତୋକ୍ତି ମୁହିଁ କରୁଛି ଆଜି
ତୁମ ସୌନ୍ଦର୍ଯ୍ୟର ପ୍ରଣୟ ସାଜି
ତୁମେ ହରରଙ୍ଗୀ ସୁଗନ୍ଧ ଭରା
ଚୁମ୍ବକ ପରାଏ ତୁମ ହସକୁରା,
ସୁବିମଳ ତୁମ ମନର କଥା
ସୁରମ୍ୟ ପୁଷ୍ପରେ ଶରୀର ଗୁନ୍ଥା
ସୁରସିକ ମୁହିଁ ତୁମ ସେବକ
ପୂର୍ଣ୍ଣ କର ଆଶା ଢାଳି ସୁଆଗ tary
ସ୍ବଗତୋକ୍ତି ମୁହିଁ କରୁଛି ଆଜି
ତୁମ ସୌନ୍ଦର୍ଯ୍ୟର ପ୍ରଣୟ ସାଜି
ତୁମେ ହରରଙ୍ଗୀ ସୁଗନ୍ଧ ଭରା
ଚୁମ୍ବକ ପରାଏ ତୁମ ହସକୁରା,
ସୁବିମଳ ତୁମ ମନର କଥା
ସୁରମ୍ୟ ପୁଷ୍ପରେ ଶରୀର ଗୁନ୍ଥା
ସୁରସିକ ମୁହିଁ ତୁମ ସେବକ
ପୂର୍ଣ୍ଣ କର ଆଶା ଢାଳି ସୁଆଗ tary
kumarprasant0000

PM Shayari

Bronze Star
New Creator