ଦୁଃଖ ତ ସେତେବେଳେ ଲାଗେ ।। ସବୁଠୁ ବିଶ୍ବାସର ଲୋକ ଯେବେ ଆମ ବିଶ୍ବାସ ଭାଙ୍ଗି ଥାଏ ।। ଆଉ ସୁଖ ତ ସେତେବେଳେ ଲାଗେ ।। ଯାହା ଉପରେ ବିଶ୍ୱାସ ଆମର କେବେ ନ ଥାଏ କିନ୍ତୁ ସେ ଆମର ସବୁଠୁ ବିଶ୍ୱାସନୀୟ ହୋଇଥାଏ ।। #yqodia #yqbhaina #ବିଶ୍ବାସଘାତକ #ବିଶ୍ୱାସ_ଥରେ_ଭାଙ୍ଗିଲେ_ଯୋଡି_ହୁଏ_କି