Nojoto: Largest Storytelling Platform

ତୃଷ୍ଣା କେବେ ପୁରେ ନାହିଁ ଜଳଧି ଦୃଶ୍ୟମାନ ହେଲେ। କ୍ଷୁଧା

ତୃଷ୍ଣା କେବେ ପୁରେ ନାହିଁ
ଜଳଧି ଦୃଶ୍ୟମାନ ହେଲେ।
କ୍ଷୁଧା ପୂର୍ଣ୍ଣ ମନୁଷ୍ୟ ସନ୍ତୁଷ୍ଟି ପାଏ ନାହିଁ,
ଅନ୍ନ ଆଞ୍ଜୁଳା ଦୃଷ୍ଟି ଗୋଚର ହେଲେ।।
ତୃଷ୍ଣା ପୁରି ଉଠେ ଜଳଧି ଭଗ୍ନାବସ୍ଥା ପ୍ରାନ୍ତେ
ବୁନ୍ଦାଏ ଜଳ ରେ,
ସନ୍ତୁଷ୍ଟି ମିଳିଥାଏ ଆଞ୍ଜୁଳା ର ତର୍ପଣ ପ୍ରାନ୍ତେ
ମୁଠାଏ ଶୁଭ୍ର ଅନ୍ନ ରେ।।

©BINOदिनी #baarish #ଭଗ୍ନ