Nojoto: Largest Storytelling Platform

ଶବ୍ଦହୀନ ଏହି ନୀରବତାପୂର୍ଣ୍ଣ ଭଗ୍ନ ହୃଦୟେ ମୋର, ଶୀତଳ ଚନ

ଶବ୍ଦହୀନ ଏହି ନୀରବତାପୂର୍ଣ୍ଣ ଭଗ୍ନ ହୃଦୟେ ମୋର, 
ଶୀତଳ ଚନ୍ଦନ ଲେପ ତୁଲ୍ୟ ଲାଗେ ମିଠା ହସଟିଏ ତୋର..  

ବ୍ୟକ୍ତ କିପରି କରିବି ମୋ ପ୍ରେମ ପାରୁନାହିଁ ମୁ ଯେ ଜାଣି, 
ତୋ ଠାରୁ ଦୂରେଇ ବଞ୍ଚିବାର ଚେଷ୍ଟା କରୁଅଛି ଦିନ ଗଣି..  

ଆଶା କରେ ଏହା ପୂର୍ଣ୍ଣ ବିଶ୍ବାସେ ଭବିଷ୍ୟତ ନାହିଁ ଜାଣି, 
ମୋ ହୃଦୟ ମହଲେ ଅଭିଷିକ୍ତା ହୋଇ ସାଜିବୁ ତୁ ମୋ ରାଣୀ।

©That Idiot Guy #ନୋଟୋଜୋ #ପ୍ରେମ #ଅପେକ୍ଷା #ଓଡ଼ିଆ #notojoodia #thatidiotguy #ସ୍ବପ୍ନ 
#dryleaf