Nojoto: Largest Storytelling Platform

ଯଦି ଲୋକମାନେ ତୁମକୁ ‌କେବଳ ସେମାନଙ୍କ ସ୍ବାର୍ଥ ପାଇଁ ମନେ

ଯଦି ଲୋକମାନେ
ତୁମକୁ ‌କେବଳ ସେମାନଙ୍କ ସ୍ବାର୍ଥ ପାଇଁ
ମନେ ପକାଉଛନ୍ତି ତ କିଛି ଖରାପ ଭାବନି
ବରଂ ଗର୍ବ କର,
କାରଣ
ଲୋକମାନେ ମହମବତୀକୁ ସେତେବେଳେ ମନେ ପକେଇ ଥାନ୍ତି ,
ଯେତେବେଳେ ଅନ୍ଧକାର ଆସି ଯାଇଥାଏ ।

©Debabrata Mishra ଯଦି ଲୋକମାନେ
ତୁମକୁ ‌କେବଳ ସେମାନଙ୍କ ସ୍ବାର୍ଥ ପାଇଁ
ମନେ ପକାଉଛନ୍ତି ତ କିଛି ଖରାପ ଭାବନି
ବରଂ ଗର୍ବ କର,
କାରଣ
ଲୋକମାନେ ମହମବତୀକୁ ସେତେବେଳେ ମନେ ପକେଇ ଥାନ୍ତି ,
ଯେତେବେଳେ ଅନ୍ଧକାର ଆସି ଯାଇଥାଏ । 
#ଓଡ଼ିଆ