ଡର ଲାଗେ ତୁମ କଥା ଭାବିଦେଲେ ଖାଲି, ଛାଡି ଚାଲି ଯିବ ମୋତେ କିନ୍ତୁ ମୁଁ ଅଛି ସୈକତ ବାଲି। କେତେ ଥର କଥା ଦେଇବି କଥା ପୁରା ନ କର, ଭାବୁଛି ଭୁଲି ମୋତେ ଗଲଣି ଭାବୁନ ଆଉ ନିଜର...। ଆଜି ବି କାନ୍ଦୁଛି ମୋର ଏ ହୃଦୟ ତୁମକୁ ପାଇବା ପାଇଁ, କିନ୍ତୁ, ତୁମେ ହୋଇଯାଇଛ ନିର୍ଦ୍ଦୟ ଆଉ ଆସିବ ବା କାହିଁ....।😥 ଚାଲି ଗଲ ମୋତେ ଏକା ଛାଡ଼ି ହେଲ ନାହିଁ ମୋର ସାଥି...., ତୁମ କଥା ଭାବି ବିତିଯାଏ ଦିନ କିନ୍ତୁ, ନ ପାହଇ ରାତି......।❤️ #ଓଡ଼ିଆrapidfire #feelings #yqodiabhaina #yqbaba #yqdidi #yqtales