Nojoto: Largest Storytelling Platform

ଜୀବନ ର ସେଇ ସମୟ ର ଗତି ଦୁଃଖ ବେଳେ କେହି ନଥିବା ସମୟ ରେ

ଜୀବନ ର ସେଇ ସମୟ ର ଗତି 
ଦୁଃଖ ବେଳେ କେହି ନଥିବା ସମୟ ରେ 
ପଶୁ ବୁଝିପାରେ ଆମରି ଦୁଃଖ... 
ପ୍ରେମ ଥାଏ ଆଖି ରେ ତାର 
କଥା ନ କହିପାରିଲେ ସୁଦ୍ଧା 
କହିଦିଏ କେତେ ଯେ କଥା!! 😍 #Prakrurabandhu#biswasi!!
ଜୀବନ ର ସେଇ ସମୟ ର ଗତି 
ଦୁଃଖ ବେଳେ କେହି ନଥିବା ସମୟ ରେ 
ପଶୁ ବୁଝିପାରେ ଆମରି ଦୁଃଖ... 
ପ୍ରେମ ଥାଏ ଆଖି ରେ ତାର 
କଥା ନ କହିପାରିଲେ ସୁଦ୍ଧା 
କହିଦିଏ କେତେ ଯେ କଥା!! 😍 #Prakrurabandhu#biswasi!!
aratijena1272

Arati Jena

New Creator