Nojoto: Largest Storytelling Platform

ତୁମ ହୃଦୟ ରେ ଗୁଞ୍ଜରିତ ଶବ୍ଦ ରୁ କିଛି ଦେବ କି ମୋତେ, ମୋ

ତୁମ ହୃଦୟ ରେ ଗୁଞ୍ଜରିତ
ଶବ୍ଦ ରୁ କିଛି ଦେବ କି ମୋତେ,
ମୋ ଶବ୍ଦ ସହ ମିଶାଇ 
ଲେଖିବି ମୁଁ କବିତା ଟିଏ 
ତୁମ-ମୋ ସମ୍ପର୍କ କୁ ନେଇ ।
 #ଶବ୍ଦ #BoostThyself #yqbaba #YQdidi #yourquote #word #YQBhaina #YQOdia #MunOdia #शब्द  #sabda
ତୁମ ହୃଦୟ ରେ ଗୁଞ୍ଜରିତ
ଶବ୍ଦ ରୁ କିଛି ଦେବ କି ମୋତେ,
ମୋ ଶବ୍ଦ ସହ ମିଶାଇ 
ଲେଖିବି ମୁଁ କବିତା ଟିଏ 
ତୁମ-ମୋ ସମ୍ପର୍କ କୁ ନେଇ ।
 #ଶବ୍ଦ #BoostThyself #yqbaba #YQdidi #yourquote #word #YQBhaina #YQOdia #MunOdia #शब्द  #sabda