Nojoto: Largest Storytelling Platform

# ହଁ ମନେ ଅଛି ଠିକ୍ ସେଇ ଦିନର କଥା ଯୋ | English Video

ହଁ ମନେ ଅଛି ଠିକ୍ ସେଇ ଦିନର କଥା ଯୋଉ ଦିନ ମୁଁ ପୁରା ନୀରବ ରହୁଥିଲି.... ହଁ ସେଇ ନୀରବତା କଣ ପାଇଁ ଜାଣ ? ..... ଯଦି ତୁମେ ଭାବିବା କୁ ଚେଷ୍ଟା କରୁଛ ...ତେବେ ଭାବିପାର ପାର ମୋ ନୀରବତା ର ରହସ୍ୟ କଣ? ....
ମୋର କୌଣସି ଅଭିଯୋଗ ନାହିଁ....
ତୁମେ ଭାବିପାର.......
କିନ୍ତୁ ମୋତେ ସନ୍ଦେହ ମିଶା ପ୍ରଶ୍ନ କରନି......
ଯେଉଁ ପ୍ରଶ୍ନର ଉତ୍ତର ନାହିଁ ..... ଯଦି ଉତ୍ତର ଅଛି ସେ ବି ପ୍ରଶ୍ନ ପରି....
ତେଣୁ ତୁମେ ଭାବ....  Manisha Das SingerRahulOfficial Abdullah Qureshi Suman Zaniyan Prajwal Bhalerao

ହଁ ମନେ ଅଛି ଠିକ୍ ସେଇ ଦିନର କଥା ଯୋଉ ଦିନ ମୁଁ ପୁରା ନୀରବ ରହୁଥିଲି.... ହଁ ସେଇ ନୀରବତା କଣ ପାଇଁ ଜାଣ ? ..... ଯଦି ତୁମେ ଭାବିବା କୁ ଚେଷ୍ଟା କରୁଛ ...ତେବେ ଭାବିପାର ପାର ମୋ ନୀରବତା ର ରହସ୍ୟ କଣ? .... ମୋର କୌଣସି ଅଭିଯୋଗ ନାହିଁ.... ତୁମେ ଭାବିପାର....... କିନ୍ତୁ ମୋତେ ସନ୍ଦେହ ମିଶା ପ୍ରଶ୍ନ କରନି...... ଯେଉଁ ପ୍ରଶ୍ନର ଉତ୍ତର ନାହିଁ ..... ଯଦି ଉତ୍ତର ଅଛି ସେ ବି ପ୍ରଶ୍ନ ପରି.... ତେଣୁ ତୁମେ ଭାବ.... @Manisha Das SingerRahulOfficial @Abdullah Qureshi Suman Zaniyan @Prajwal Bhalerao

22,183 Views