Nojoto: Largest Storytelling Platform

ଭଗବାନ ସେହି ମାନଙ୍କ ଉପରେ କୃତଜ୍ଞ ହୁଅନ୍ତି ଯେଉଁମାନେ କୃତ

ଭଗବାନ ସେହି ମାନଙ୍କ ଉପରେ କୃତଜ୍ଞ ହୁଅନ୍ତି ଯେଉଁମାନେ କୃତଜ୍ଞର ସଂଜ୍ଞା ଜାଣନ୍ତି,ବୁଝନ୍ତି ଓ ପ୍ରୟୋଗ କରନ୍ତି । ଅପରପକ୍ଷରେ ସେହିମାନଙ୍କ ଉପରେ ଅସହିଷ୍ଣୁ ହୁଅନ୍ତି, ସାହାର୍ଯ୍ୟ, ସହଯୋଗ ଓ ସହାନୁଭୁତିର ମୂଲ୍ୟ କିମ୍ବା ମୂଲ୍ୟବୋଧ ସମ୍ବନ୍ଧରେ ଅଜ୍ଞ ହୋଇ କୃତଘ୍ନ ହୋଇଥାନ୍ତି ।
କାହାର ଖରାପ ସମୟରେ ତା' ହାତ ଧରନ୍ତୁ, ତାକୁ ସାହାସ ଦିଅନ୍ତୁ, ଆଶ୍ରୟ ଦିଅନ୍ତୁ । କାହିଁକି ନା ଖରାପ ସମୟ ତ କିଛି ସମୟରେ ଚାଲିଯିବ କିନ୍ତୁ ସେ ଆଜୀବନ ଆପଣଙ୍କ ପାଖରେ ଋଣୀ ହୋଇ ରହିଯିବ ।।
*ନିଜ ଉପରେ କିପରି ଭରଷା ରଖାଯାଏ ନଦୀ ପାଖରୁ ଶିଖ,
ଏହା ପାହାଡରୁ ବାହାରିବା ପରେ ପଚାରେ ନାହିଁ ଯେ ସମୁଦ୍ର କେତେ ବାଟ ଧର୍ଯ୍ୟ ଓ ସହନଶୀଳତା ହିଁ ସଫଳତା ଦେଇଥାଏ ll
ସତ୍ ଜ୍ଞାନ  ଆହୋରଣ କର, ଚିନ୍ତା ତୁମକୁ ଖାଇବା ଆଗରୁ ତୁମେ ତାହାର ବିନାଶ କର ,ଲକ୍ଷ୍ୟ ପୂର୍ବରୁ ତୁମେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଚେଷ୍ଟାକର ଯେପରି  ସମୟ ତୁମକୁ ଅସଫଳତା ଦେବା ପୂର୍ବରୁ ତୁମେ ତାକୁ ଅତିକ୍ରମ କରିଯିବ ll* 
     
  🙏🙏 *ଜୟ ଜଗନ୍ନାଥ* 🙏🙏 #quoteoftheday #morningmotivation #trulines 
#yqbhaina 
#ownwords #ଓଡ଼ିଆମନକଥା