Nojoto: Largest Storytelling Platform

ପାହୁଣ୍ଡ ପାହୁଣ୍ଡ ପାଦ ମୋ ଚାଲୁଛି ବ୍ରହ୍ମାଣ୍ଡକୁ ବାଦଦେଇ,

ପାହୁଣ୍ଡ ପାହୁଣ୍ଡ
ପାଦ ମୋ ଚାଲୁଛି
ବ୍ରହ୍ମାଣ୍ଡକୁ ବାଦଦେଇ,
ଲକ୍ଷସ୍ଥଳେ କଣ
ପହଞ୍ଚି ପାରିବି
ବକ୍ଷ ଯଦି ମଲାନଈ?
     ***

©ସୁଜିତ୍ କୁମାର ମିଶ୍ର #footprint
ପାହୁଣ୍ଡ ପାହୁଣ୍ଡ
ପାଦ ମୋ ଚାଲୁଛି
ବ୍ରହ୍ମାଣ୍ଡକୁ ବାଦଦେଇ,
ଲକ୍ଷସ୍ଥଳେ କଣ
ପହଞ୍ଚି ପାରିବି
ବକ୍ଷ ଯଦି ମଲାନଈ?
     ***

©ସୁଜିତ୍ କୁମାର ମିଶ୍ର #footprint