କିଛି ତୁମ ହୃଦୟ ରେ କିଛି ମୋ ହୃଦୟ ରେ, ରହିଥିଲା ଘର କରି ଅକୁହା କଥା ହୋଇ । ଆଜି ସେ ସବୁ ଜଳିଲା ସାଜି ପ୍ରେମ ର ଅଗ୍ନିଶିଖା, ତୁମକୁ ପାଖରେ ପାଇ। ମନ ଚାହେଁ ଆଜି, ତରଳି ଯିବାକୁ ତୁମ ବଳିଷ୍ଠ ବାହୁ ବନ୍ଧନରେ, ବୁହାଇ ଦେବାକୁ ମୋର ଉଷ୍ଣ ଲୁହ ତୁମ ଛାତିରେ । ଆଉ, ତୁମ ସହ ଏକାକାର ହୋଇ, ବାନ୍ଧିବାକୁ ସମ୍ପର୍କ ର ସୂତା ଖିଅ ଜନ୍ମ ଜନ୍ମାନ୍ତର ପାଇଁ। #BoostThyself #yqbaba #YQdidi #yourquote #YQBhaina #YQOdia #MunOdia #flame #melt #YoPoWriMo #Poem #poetry Thank you Malaya Mohanty for nominating me.. Written in Odia. Hope you will like it.. 🙄 Further nominations Abinash Hota Kabita Mohanty madam