Nojoto: Largest Storytelling Platform

ଏ ଦେଶ ଆମର ଆମେ ହିଁ ଏ ଦେଶ ଅମୂଲ୍ୟ ଏ ସ୍ୱତନ୍ତ୍ରତା କେଜାଣ

ଏ ଦେଶ ଆମର
ଆମେ ହିଁ ଏ ଦେଶ
ଅମୂଲ୍ୟ ଏ ସ୍ୱତନ୍ତ୍ରତା
କେଜାଣି କେତେ ଯେ ସଘର୍ଷ
କେବେ ଥରେ ଏକେଲାରେ
ସେମାନଙ୍କୁ ଭାବ!
ଯାହାଙ୍କର ରକ୍ତ ବଦଳରେ
ମିଳିଛି ଏ ମାଟିକୁ ରଙ୍ଗ #poetry
#shayari
#bichar
#quotes
#poem
ଏ ଦେଶ ଆମର
ଆମେ ହିଁ ଏ ଦେଶ
ଅମୂଲ୍ୟ ଏ ସ୍ୱତନ୍ତ୍ରତା
କେଜାଣି କେତେ ଯେ ସଘର୍ଷ
କେବେ ଥରେ ଏକେଲାରେ
ସେମାନଙ୍କୁ ଭାବ!
ଯାହାଙ୍କର ରକ୍ତ ବଦଳରେ
ମିଳିଛି ଏ ମାଟିକୁ ରଙ୍ଗ #poetry
#shayari
#bichar
#quotes
#poem