Nojoto: Largest Storytelling Platform

ରହନା ଆଉ ତୁ ଦୂରେ, ଲୁଚି ଯାଆନା ରାତି ଅନ୍ଧକାରେ, ଜଳାନା ଛ

ରହନା ଆଉ ତୁ ଦୂରେ,
ଲୁଚି ଯାଆନା ରାତି ଅନ୍ଧକାରେ,
ଜଳାନା ଛାତିରେ ତୁ ନିଆଁ,
ଭିଜାନା ଆଉ ତୋ ସ୍ମୃତି ରେ।
                                  କହିଦେ ମନକଥା ଖୋଲି,
                                  ଡାକିଦେ ଥରେ ସାଥୀ ବୋଲି,
                                  ମନରେ ଯେତେ ଦ୍ୱିଧା ଅଛି ତୋର,
                                  ସବୁ ତ ଯିବ ଆଜି ଚାଲି ।
ଜିଉଁଛି ମରୁଛି ତୋ ପାଇଁ,
ଜାଳୁଛୁ ମୋତେ କାହିଁ ପାଇଁ,
ତୋତେ ମୁଁ ପାଏ ଏତେ ଭଲ,
ବସିଛି ତୋ ବାଟକୁ ଚାହିଁ ।
                                  ଜାଣିଥା ଯେଉଁ ଆଡେ ତୁ ଯିବୁ,
                                  ପାଖରେ ମୋତେ ତୁ ପାଇବୁ,
                                  ଆକାଶର ଜହ୍ନ ତାରା ଯେତେ,
                                  ତୋ ପାଇଁ ଆଣିଦେବି ସବୁ ।
ଜୀବନରେ ଆସୁ ଯେତେ ଝଡ,
ଗଢିବା ଆମେ ଆମ ନୀଡ,
ଦେଇ ପ୍ରେମ ର କୁଟା ଖିଅ,
ଜିତି ଯିବା ଆମେ ସବୁ ଗଡ । ରହନା ଆଉ ତୁ ଦୂରେ,
ଲୁଚି ଯାଆନା ରାତି ଅନ୍ଧକାରେ,
ଜଳାନା ଛାତିରେ ତୁ ନିଆଁ,
ଭିଜାନା ଆଉ ତୋ ସ୍ମୃତି ରେ।

କହିଦେ ମନକଥା ଖୋଲି,
ଡାକିଦେ ଥରେ ସାଥୀ ବୋଲି,
ମନରେ ଯେତେ ଦ୍ୱିଧା ଅଛି ତୋର,
ରହନା ଆଉ ତୁ ଦୂରେ,
ଲୁଚି ଯାଆନା ରାତି ଅନ୍ଧକାରେ,
ଜଳାନା ଛାତିରେ ତୁ ନିଆଁ,
ଭିଜାନା ଆଉ ତୋ ସ୍ମୃତି ରେ।
                                  କହିଦେ ମନକଥା ଖୋଲି,
                                  ଡାକିଦେ ଥରେ ସାଥୀ ବୋଲି,
                                  ମନରେ ଯେତେ ଦ୍ୱିଧା ଅଛି ତୋର,
                                  ସବୁ ତ ଯିବ ଆଜି ଚାଲି ।
ଜିଉଁଛି ମରୁଛି ତୋ ପାଇଁ,
ଜାଳୁଛୁ ମୋତେ କାହିଁ ପାଇଁ,
ତୋତେ ମୁଁ ପାଏ ଏତେ ଭଲ,
ବସିଛି ତୋ ବାଟକୁ ଚାହିଁ ।
                                  ଜାଣିଥା ଯେଉଁ ଆଡେ ତୁ ଯିବୁ,
                                  ପାଖରେ ମୋତେ ତୁ ପାଇବୁ,
                                  ଆକାଶର ଜହ୍ନ ତାରା ଯେତେ,
                                  ତୋ ପାଇଁ ଆଣିଦେବି ସବୁ ।
ଜୀବନରେ ଆସୁ ଯେତେ ଝଡ,
ଗଢିବା ଆମେ ଆମ ନୀଡ,
ଦେଇ ପ୍ରେମ ର କୁଟା ଖିଅ,
ଜିତି ଯିବା ଆମେ ସବୁ ଗଡ । ରହନା ଆଉ ତୁ ଦୂରେ,
ଲୁଚି ଯାଆନା ରାତି ଅନ୍ଧକାରେ,
ଜଳାନା ଛାତିରେ ତୁ ନିଆଁ,
ଭିଜାନା ଆଉ ତୋ ସ୍ମୃତି ରେ।

କହିଦେ ମନକଥା ଖୋଲି,
ଡାକିଦେ ଥରେ ସାଥୀ ବୋଲି,
ମନରେ ଯେତେ ଦ୍ୱିଧା ଅଛି ତୋର,