Nojoto: Largest Storytelling Platform

"ବେଳେବେଳେ ମୋର ଏମିତି ଇଚ୍ଛା ହୁଏ ଯେମିତି କି ମୁଁ ମୋ ଜୀ

"ବେଳେବେଳେ ମୋର ଏମିତି ଇଚ୍ଛା ହୁଏ ଯେମିତି କି ମୁଁ 
ମୋ ଜୀବନରେ ଘଟିଥିବା ସେ ସମସ୍ତ ସ୍ମୃତି କୁ ଲିଭେଇ ଦେବି 
ଯୋଉ ସ୍ମୃତି କୁ କି ମୁଁ କେବେ ଭୁଲିବାକୁ ଚାହୁଁନି କିନ୍ତୁ ସେ ସ୍ମୃତି ମୋତେ ବାରମ୍ବାର କଷ୍ଟ ଦଉଚି, କିନ୍ତୁ କଣ କରିବି  ଜୀବନ ଟା ପରା ଏକ ଏମିତି ଚିତ୍ର ଯାହାକୁ କି ଆଙ୍କିବା ପାଇଁ ତ ପେନ୍ସିଲ ଅଛି ହେଲେ ତାକୁ ଲିଭାଇବା ପାଇଁ ଇରେଜର ନାହିଁ।"

©Puspanjali Rout #Fire 
#nojorowriter 
#My__Creation