Nojoto: Largest Storytelling Platform

ଆଗରୁ ମୋତେ ଯେଉଁମାନେ ବିନା କାରଣରେ ରଙ୍ଗ ଦେଖାଉଥିଲେ ମୁଁ

ଆଗରୁ ମୋତେ ଯେଉଁମାନେ ବିନା କାରଣରେ ରଙ୍ଗ ଦେଖାଉଥିଲେ ମୁଁ ସେମାନଙ୍କୁ ମୋ ସାଙ୍ଗ ମୋ ସାଙ୍ଗ କହି ବୁଝେଇବାକୁ ଲାଗୁଥିଲି କିନ୍ତୁ ଏବେ ଯିଏ ବିନା କାରଣରେ ରଙ୍ଗ ଦେଖାଉଛି ସିଧା 🦶🏻ଗୋଇଠା ମାରିକି ବିଦା କରିବାକୁ ଇଚ୍ଛା ହେଉଛି ହେଲେ ମୁଁ ସେମିତି କରିପାରୁନି କିନ୍ତୁ silent ରହିଯାଉଛି ଆଉ ସେହିମାନେ ପୁଣି ମୋତେ କହୁଛନ୍ତି କଣ ନା🤭କଣ କିରେ ଆମକୁ ଭୁଲିଗଲୁ ତମେ ମୋ ମନରେ ଆଉ ରହୁନ ଭୁଲିବି କେମିତି କାରଣ ଆଗରୁ ଯେତିକି ନିଜର ଭାବୁଥିଲି ତମେ ସେତିକି ଜଣ ମୋ ସାଙ୍ଗ ହେବାର ଯୋଗ୍ୟ ନୁହେଁ ବେଶି ହାର୍ଡ ହେଇଗଲାକି ଯଦି ହାର୍ଡ ହେଇଯାଉଛି ଟିକେ ପାଣି ମିଶେଇ ଦିଅ #ଅଭିମାନରେ କହୁନି ସତରେ କହୁଛି ମତଲବୀପିଲା ବିନା କାରଣରେ ରଙ୍ଗ ଦେଖାଉଥିବା ସାଙ୍ଗସାଥି ମୋର ଦରକାର ନାହିଁ ମୋର ଯେତିକି ସାଙ୍ଗ ଅଛନ୍ତି ବହୁତସାଙ୍ଗ ଅଛନ୍ତି କମ ସେ କମ ସେମାନେ ସେହି ମତଲବି ସାଙ୍ଗ ମାନଙ୍କ ଭଳି ନୁହଁନ୍ତି#ଯାହାଠି ବାଜିବ ମୋତେ କିଛି ନ କହି ପଥର ଉପରେ ମୁଣ୍ଡ ପିଟି ଦେବ 🤣

©Diptimayee Nayak
  #Friend #Memes