Nojoto: Largest Storytelling Platform

ପ୍ରିୟ , ଚ଼ାରୁ ଦିଦି ରାତି କୁ ରାଣ ଦେଲି ଚୁପି ଚ

ପ୍ରିୟ ,
        ଚ଼ାରୁ ଦିଦି ରାତି କୁ ରାଣ ଦେଲି
ଚୁପି ଚୁପି କହିଲି
ଆଣିବୁନି ଅନ୍ଧାର ଏଥର;
ଜହ୍ନ କୁ ହାତ ଠାରି ଡାକିଲି
ଗୁମୁରି ଗୁମୁରି କହିଲି
ଛିଞ୍ଚିଦବୁ ବହଳେ ଜୋଛନା
ମନା କରିବୁନି ଏଥର।।
ପ୍ରିୟ ,
        ଚ଼ାରୁ ଦିଦି ରାତି କୁ ରାଣ ଦେଲି
ଚୁପି ଚୁପି କହିଲି
ଆଣିବୁନି ଅନ୍ଧାର ଏଥର;
ଜହ୍ନ କୁ ହାତ ଠାରି ଡାକିଲି
ଗୁମୁରି ଗୁମୁରି କହିଲି
ଛିଞ୍ଚିଦବୁ ବହଳେ ଜୋଛନା
ମନା କରିବୁନି ଏଥର।।