Nojoto: Largest Storytelling Platform

ତୁଳନା ନାହିଁ ତାର, ଅତୁଳନୀୟ ସେ, କଳନା କରିହୁଏନା ତାର ମୂଲ

ତୁଳନା ନାହିଁ ତାର,
ଅତୁଳନୀୟ ସେ,
କଳନା କରିହୁଏନା ତାର ମୂଲ୍ୟ,
ଅମୂଲ୍ୟ ସେ।
ସେ ନାରୀ,
ଜନନୀ, ଜାୟା, ଭଗିନୀ,
ନାନା ରୂପରେ ସେ ଆବିର୍ଭୂତା,
ହେଲେ,
ପ୍ରତିଟି ରୂପରେ ସେ ଅପରୂପା ।
କେତେବେଳେ ଝରାଏ ପ୍ରେମ ର ଝରଣା,
କେତେବେଳେ ତୋଳେ ସ୍ନେହ ମନ୍ଦିର,
ପରିବାର ପାଇଁ ନିଜକୁ ଜଳାଏ,
ଆଣିଦିଏ ସିଏ ଖୁସି ଅପାର । #ପ୍ରେମ #ନାରୀ #ତୁଳନା #YQdidi #yourquote #YQBhaina #YQOdia #MunOdia #YoPoWriMo #Poem #poetry #BoostThyself #yqbaba #tulana
ତୁଳନା ନାହିଁ ତାର,
ଅତୁଳନୀୟ ସେ,
କଳନା କରିହୁଏନା ତାର ମୂଲ୍ୟ,
ଅମୂଲ୍ୟ ସେ।
ସେ ନାରୀ,
ଜନନୀ, ଜାୟା, ଭଗିନୀ,
ନାନା ରୂପରେ ସେ ଆବିର୍ଭୂତା,
ହେଲେ,
ପ୍ରତିଟି ରୂପରେ ସେ ଅପରୂପା ।
କେତେବେଳେ ଝରାଏ ପ୍ରେମ ର ଝରଣା,
କେତେବେଳେ ତୋଳେ ସ୍ନେହ ମନ୍ଦିର,
ପରିବାର ପାଇଁ ନିଜକୁ ଜଳାଏ,
ଆଣିଦିଏ ସିଏ ଖୁସି ଅପାର । #ପ୍ରେମ #ନାରୀ #ତୁଳନା #YQdidi #yourquote #YQBhaina #YQOdia #MunOdia #YoPoWriMo #Poem #poetry #BoostThyself #yqbaba #tulana

#ପ୍ରେମ #ନାରୀ #ତୁଳନା #yqdidi #yourquote #Yqbhaina #yqodia #munodia #yopowrimo #poem poetry #boostthyself #yqbaba #Tulana