Nojoto: Largest Storytelling Platform

କୌଣସି ଖାଦ୍ଯ ହଜମ ନକରିପାରି କଷ୍ଟରେ ରହିବା ଅପେକ୍ଷା ଆଙ୍ଗ

କୌଣସି ଖାଦ୍ଯ ହଜମ ନକରିପାରି କଷ୍ଟରେ ରହିବା ଅପେକ୍ଷା ଆଙ୍ଗୁଳି ଖେଞ୍ଚି ବାନ୍ତି କରିଦେବା ସ୍ୱାସ୍ଥ୍ଯ ପ୍ରତି ଭଲ ହୋଇଥାଏ।
ଠିକ୍ ସେହିପରି ମନର ଦୁଃଖକୁ ମନରେ ରଖି କଷ୍ଟ ଓ ଯନ୍ତ୍ରଣାରେ ରହିବା ଠାରୁ ତାକୁ ପରିପ୍ରକାଶ କରିଦେବା ଜୀବନ ପାଇଁ ଭଲ।।
ହଁ ବାନ୍ତି କରିବା ପୂର୍ବରୁ ଆମେ ଯେମିତି ଗୋଟିଏ ଉଚ୍ଚିତ୍ ସ୍ଥାନ ବାଛନ୍ତି, ଯାହାଫଳରେ ନା ନିଜେ  ନା ଅନ୍ଯମାନେ କେହି ଆମ ବାନ୍ତି ପାଇଁ ଅସୁବିଧାରେ ପଡିବେ ନାହିଁ, ଠିକ୍ ସେହିପରି ଦୁଃଖ ପ୍ରକାଶ କରିବା ପୂର୍ବରୁ ଏହା ନିରୂପଣ କରିବା ଏକାନ୍ତ ଆବଶ୍ଯକ ଯେ ଯାହା ନିକଟରେ ଅାମେ ଆମ ଦୁଃଖ ବାଣ୍ଟିବାକୁ ଯାଉଛନ୍ତି ପ୍ରକୃତରେ ସେ ସେଥିପାଇଁ ଯୋଗ୍ଯ କି ନୁହଁ। ନହେଲେ ଭବିଷ୍ଯତରେ ତାହା ଆମ ଦୁଃଖକୁ ଅନେକ ଗୁଣରେ ବଢାଇ ବି ଦେଇପାରେ।
©priya_prayash #philosophy #philosophical #philosphy #Philosophers #Life #Life_experience #odia #Odisha #Nojoto #nojotoodia