Nojoto: Largest Storytelling Platform

୯୦ଦଶକର ନୂଆ ବର୍ଷ -୧ ବେ ତୋର କଣ ଗିଟିନିସି ଆସିଛି ? ମ

୯୦ଦଶକର ନୂଆ ବର୍ଷ  -୧ 

ବେ ତୋର କଣ ଗିଟିନିସି ଆସିଛି ? ମୋର ନା କାଳିଆ ଗୋଟେ ଦେଲା ବା ତେନ୍ଦୁଲୁକର ଗୀଟିନିସି। ମୋର ଏସନ ପୁଳାଏ ହେଲାଣି। ମୋ କାନ୍ଥରେ କାଲି ସଜନା ଅଠା ଆଣି ମାରିବି। 

ରହ ମ ନିଦ ଭାଙ୍ଗିନାହିଁ କାହିଁକି ଏତେ ଜୋରେ ସକାଳୁ ପାଟି କରୁଛୁ। ସେ ଗିଟିନିସି ନୁହଁ ଗ୍ରୀଟିଙ୍ଗସ କାର୍ଡ। 

ତୁ ଆଉ ଶୋଇକି ରହନି। ଛକରେ ତାସ ଖେଳ ହଉଛି ଆ ଦେଖିବୁ। ଗାଧେଇ ପଡ଼ ନହେଲେ ବିଲ ବାଟ ଦେଇ ମହାଦମ ଆଡେ ଯାଇ ମୁଣ୍ଡିଆ ମାରି ଆସିବା।

ହେଇ ଦେଖୁନ ପୁଣି କହିଲା। ପୁରା କହୁନୁ ମହାଦେବ ମନ୍ଦିର। ଶୁଣେ ପଇସା ନାହିଁ ଚାରି ଟଙ୍କା ଅଛି ଆଳୁଚପ ଆଠ ଟା ହେବ ଖାଇଦେଇ ଆସିବା ଆଉ , ହେଲା ଆମ ନିଉ ଇଅର ନା କଣ କହୁଛୁ।

ହଁ ବଢିଆ ହବ ହେଲେ ତୁ ଆ ଉଠେ। 
 90s New Year 1
#newyear #happynewyear #2020 
#stories