Nojoto: Largest Storytelling Platform

ତୋର କଣ ଅଛି କହ ତ...? ନା ପ୍ରେମ, ନା ଯନ୍ତ୍ରଣା, ନା କାହା

ତୋର କଣ ଅଛି କହ ତ...?
ନା ପ୍ରେମ, ନା ଯନ୍ତ୍ରଣା, ନା କାହାଣୀ।
ନା ତୁ ଦେଖିପାରିବୁ ସ୍ୱପ୍ନ,
ନା ବଞ୍ଚିପାରିବୁ ବାସ୍ତବିକତାର ଜୀବନ।
ତଥାପି ଅଜସ୍ର ଗର୍ବ ତୋର,
କ'ଣ ସବୁ ସୁଖ ଖୁସି ହସକୁ ଛଡେଇ ନେଇ
"ଅତୀତ" ବୋଲାଉଛୁ ବୋଲି....?
 #ଅତୀତ #ଓଡ଼ିଆକବିତା  #yqodia #yqbhaina #yqbaba #munodia #odiathoughts  #pinta_quote
ତୋର କଣ ଅଛି କହ ତ...?
ନା ପ୍ରେମ, ନା ଯନ୍ତ୍ରଣା, ନା କାହାଣୀ।
ନା ତୁ ଦେଖିପାରିବୁ ସ୍ୱପ୍ନ,
ନା ବଞ୍ଚିପାରିବୁ ବାସ୍ତବିକତାର ଜୀବନ।
ତଥାପି ଅଜସ୍ର ଗର୍ବ ତୋର,
କ'ଣ ସବୁ ସୁଖ ଖୁସି ହସକୁ ଛଡେଇ ନେଇ
"ଅତୀତ" ବୋଲାଉଛୁ ବୋଲି....?
 #ଅତୀତ #ଓଡ଼ିଆକବିତା  #yqodia #yqbhaina #yqbaba #munodia #odiathoughts  #pinta_quote