Nojoto: Largest Storytelling Platform

ରାଗ ତୁମର କୁହୁଡ଼ି ଭଳି ଭିଜାଏ ମତେ ବର୍ଷାରେ । ତୁମ ରା


ରାଗ ତୁମର କୁହୁଡ଼ି ଭଳି
 ଭିଜାଏ ମତେ ବର୍ଷାରେ । 
ତୁମ ରାଗ ଦେଖି ଲୁହ ମୋର
ରହି ପାରେନି ଆଖିରେ ।। 
କୁହୁଡ଼ି ଯେମିତି ଚାଲିଯାଏ
କିଛି କ୍ଷଣ ଘାସ ଉପରେ ପଡ଼ି। 
ମୋର କାନ୍ଦୁରା ମୁହଁ ଦେଖି
ତୁମ ରାଗ ବି ଯାଏ ଚାଲି
କୁହୁଡ଼ିର ଆୟୁଷ ଭଳି।।  Apke gussa kohra ki tarah
Barish me mujhe bhigae.... 
Apke gussa dekh kar
Ansu mere nikal aate hai ankho se... 
Jese kohra chala jata hai 
Kuch pal ghas k upar baith k.. 
Mere rote hua chehre dekh kr
Apki gussa bhi chala jata hai

ରାଗ ତୁମର କୁହୁଡ଼ି ଭଳି
 ଭିଜାଏ ମତେ ବର୍ଷାରେ । 
ତୁମ ରାଗ ଦେଖି ଲୁହ ମୋର
ରହି ପାରେନି ଆଖିରେ ।। 
କୁହୁଡ଼ି ଯେମିତି ଚାଲିଯାଏ
କିଛି କ୍ଷଣ ଘାସ ଉପରେ ପଡ଼ି। 
ମୋର କାନ୍ଦୁରା ମୁହଁ ଦେଖି
ତୁମ ରାଗ ବି ଯାଏ ଚାଲି
କୁହୁଡ଼ିର ଆୟୁଷ ଭଳି।।  Apke gussa kohra ki tarah
Barish me mujhe bhigae.... 
Apke gussa dekh kar
Ansu mere nikal aate hai ankho se... 
Jese kohra chala jata hai 
Kuch pal ghas k upar baith k.. 
Mere rote hua chehre dekh kr
Apki gussa bhi chala jata hai