Nojoto: Largest Storytelling Platform

ଓଡିଶା ସନ୍ତାନ ଆମେ ରେ ଡର ଭୟ ଜମା ନାହିଁ ମନରେ

ଓଡିଶା ସନ୍ତାନ ଆମେ ରେ
          ଡର ଭୟ ଜମା ନାହିଁ ମନରେ।
ବୀର ସୈନିକ ଆମେ ହୋଇବୁ
           ଦେଶରୁ ଅଭାବ ହଟାଇ ଦେବୁ।
ବାଜି ରାଉତର ସାହସ ଭରି,
            ଦେଶ ପାଇଁ ଦୁଃଖ ନେବୁ ରେ ବରି।
ଗାନ୍ଧିଜୀଙ୍କ ଗୁଣ ଶିଖିବୁ
             ସଭିଙ୍କୁ ଆଦର ସ୍ନେହ କରିବୁ।
ହଟିବୁନିରେ ଆମେ ପଛକୁ
             ଆଗେଇ ନେବୁରେ ଆମ ଦେଶକୁ।
            
                                        -ଜୟପ୍ରକାଶ #odisha #poem #poet #advancehappy utkal Divas
ଓଡିଶା ସନ୍ତାନ ଆମେ ରେ
          ଡର ଭୟ ଜମା ନାହିଁ ମନରେ।
ବୀର ସୈନିକ ଆମେ ହୋଇବୁ
           ଦେଶରୁ ଅଭାବ ହଟାଇ ଦେବୁ।
ବାଜି ରାଉତର ସାହସ ଭରି,
            ଦେଶ ପାଇଁ ଦୁଃଖ ନେବୁ ରେ ବରି।
ଗାନ୍ଧିଜୀଙ୍କ ଗୁଣ ଶିଖିବୁ
             ସଭିଙ୍କୁ ଆଦର ସ୍ନେହ କରିବୁ।
ହଟିବୁନିରେ ଆମେ ପଛକୁ
             ଆଗେଇ ନେବୁରେ ଆମ ଦେଶକୁ।
            
                                        -ଜୟପ୍ରକାଶ #odisha #poem #poet #advancehappy utkal Divas