Nojoto: Largest Storytelling Platform

ବିଶ୍ଵ ଉତ୍ଥାପନ, ବାତ୍ୟା ର ଘନ, ଭୂମିକମ୍ପର ପ୍ରକୋପ..! କବ

ବିଶ୍ଵ ଉତ୍ଥାପନ,
ବାତ୍ୟା ର ଘନ,
ଭୂମିକମ୍ପର ପ୍ରକୋପ..!
କବଳିତ କରି,
ନେଲାଣି ବିଶ୍ବକୁ,
ପ୍ରକୃତି ଦେଖାଏ କୋପ..!
ନୂଆ ଗବେଷଣା,
ନୂଆ ଆବିଷ୍କାର,
କରିବୁ ସପଥ ନେଇ..!
କୁନି ବୈଜ୍ଞାନିକ ହୋଇ.. କୁନି ବୈଜ୍ଞାନିକ ହୋଇ।

©Subhasmita Rout
  #କୁନିବୈଜ୍ଞାନିକ #ମତଏବଂଚିନ୍ତାଧାରା

#କୁନିବୈଜ୍ଞାନିକ #ମତଏବଂଚିନ୍ତାଧାରା

1,403 Views