Nojoto: Largest Storytelling Platform

ତମେ ମୋ ମନ ବଗିଚା ର ପାରିଜାତ କୁମୁଦିନୀ, ତମ ଛବି ନିଇତି ମ

ତମେ ମୋ ମନ ବଗିଚା ର ପାରିଜାତ କୁମୁଦିନୀ,
ତମ ଛବି ନିଇତି ମଣ୍ଡନ କରେ ଖବର କାଗଜ ଦୈନନ୍ଦିନୀ
ପକ୍ଷୀ ଠୁ ନିରୀହ ନଦୀ ଠୁ ଆହୁରି ସ୍ରୋତ ପ୍ରସବିନୀ,
ପ୍ରେମ ର ଲଳନା ତୁମେ ଖୁବ୍ ମନ ମୋହିନୀ
ମୋ ଦିନ ଆରମ୍ଭେ ପଢ଼ି ତୁମ ସର୍ଜନୀ,
କିଏ କହେ ତମେ ଜୋଛନା ଭରା ରଜନୀ
ଓଃ ତମ ବୋର୍ଡ଼ ସାର୍ଟିଫିକେଟ ରେ ଲେଖା ଅଛି
                                         "ସନ୍ତୋଷିନୀ" A small #naming #poetry 
Gifts to #santosini_ojha #siny didi
ତମେ ମୋ ମନ ବଗିଚା ର ପାରିଜାତ କୁମୁଦିନୀ,
ତମ ଛବି ନିଇତି ମଣ୍ଡନ କରେ ଖବର କାଗଜ ଦୈନନ୍ଦିନୀ
ପକ୍ଷୀ ଠୁ ନିରୀହ ନଦୀ ଠୁ ଆହୁରି ସ୍ରୋତ ପ୍ରସବିନୀ,
ପ୍ରେମ ର ଲଳନା ତୁମେ ଖୁବ୍ ମନ ମୋହିନୀ
ମୋ ଦିନ ଆରମ୍ଭେ ପଢ଼ି ତୁମ ସର୍ଜନୀ,
କିଏ କହେ ତମେ ଜୋଛନା ଭରା ରଜନୀ
ଓଃ ତମ ବୋର୍ଡ଼ ସାର୍ଟିଫିକେଟ ରେ ଲେଖା ଅଛି
                                         "ସନ୍ତୋଷିନୀ" A small #naming #poetry 
Gifts to #santosini_ojha #siny didi