Nojoto: Largest Storytelling Platform

ବୋଉ ନିଦ ନ ଆସିଲେ ଗପ କହି ମତେ ଶୁଆଇ ଦେଉ ବୋଉ ମୋ ବୋଉ.. ପ

ବୋଉ
ନିଦ ନ ଆସିଲେ ଗପ କହି ମତେ ଶୁଆଇ ଦେଉ
ବୋଉ ମୋ ବୋଉ..
ପଡି ଜାଇ ଥିଲେ
ଧୂଳି ଝାଡି ଦେଇ
 ତୋ କୋଳକୁ 
ନେଉ
ବୋଉ ମୋ ବୋଉ

©Abismita Mishra bou
ବୋଉ
ନିଦ ନ ଆସିଲେ ଗପ କହି ମତେ ଶୁଆଇ ଦେଉ
ବୋଉ ମୋ ବୋଉ..
ପଡି ଜାଇ ଥିଲେ
ଧୂଳି ଝାଡି ଦେଇ
 ତୋ କୋଳକୁ 
ନେଉ
ବୋଉ ମୋ ବୋଉ

©Abismita Mishra bou

bou