ଦୁଃଖରେ ଗଢ଼ା ଯାହା ଜୀବନ , ସେ କାହିଁ ଖୋଜିବ ଦେଖିବାକୁ ସୁଖର ସପନ।। ଲୁହରେ ଭିଜା ଯାହା ଜୀବନ, ସେ କାହିଁ ଖୋଜିବ ପାଇବାକୁ ହସ ଭରା ଏକ ଜୀବନ ।। #yqbhaina #yqquotes #ଦୁଖଃ_ହସ #ସପନର_ଆରପାରି #କିଛି_ମନ_ଲେଖା_କିଛି_ଭାବନାର #ଦୁଖର_ଲହରୀ