Nojoto: Largest Storytelling Platform

କାଲି ପରି ଲାଗେ ସେ ସବୁ ମତେ। ସାଥି ଟିଏ ହୋଇ ଏକାକି ଖୋଜେ

କାଲି ପରି ଲାଗେ ସେ ସବୁ ମତେ।
ସାଥି ଟିଏ ହୋଇ ଏକାକି ଖୋଜେ
ପାହାଡ଼ ବନ ରେ ଝରଣା ର କୂଳେ 
ବସି କି ଭାବେ ମୁଁ ଦାଣ୍ଡ ପିଢାରେ 
ଅତୀତ ର କିଛି ସୃତି ଆଜି ବି ମନେପଡେ

©Lopamudra Lopa
  life is very short
enjoy your day happy & smiling in ur life

life is very short enjoy your day happy & smiling in ur life #Motivational

187 Views