Nojoto: Largest Storytelling Platform

......One side love..... ଭଲପାଇବାକୁ ମୋର ତୁମେ

......One side love..... 
ଭଲପାଇବାକୁ ମୋର ତୁମେ 
                            ସ୍ବୀକାର କରି ନ ପାର। 
ପ୍ରେମ କରୁଛି ତୁମକୁ
                           ସ୍ବାର୍ଥ କିଛି ନାହିଁ ମୋର। 
ସବୁଦିନ ପାଇଁ ଯାଇପାରେ ରହି
                       ପ୍ରେମ ମୋର   one side....
ଜୀବନ ମୁଁ ଦେଇପାରେ
                    ତୁମପାଇଁ    plz belive me... 
ଆଜି ମୋତେ ବୁଝୁନାହଁ
                           ଭାବୁଥିବ ଦିନେ। 
ଅନୁତାପ କରି ମୋତେ
                           ଝୁରୁଥିବ ଦିନେ। 
ଅପେକ୍ଷାରେ ରହିଯିବି
                       ତୁମର ଏ ଜୀବନେ। 
କାଳେ କେବେ ଫେରିବ
                       ପ୍ରେମକୁ ମୋ ବୁଝିବ ଦିନେ। 
ନ ଫେରିଲେ ଦୁଖ ନାହିଁ
                          ତୁମକୁ ଭୁଲିବି ନାହିଁ। 
ହ୍ରୁଦୟର ଶୂନ୍ଯତାରେ
                         ରଖିଛି ମୁଁ ତୁମକୁ। 
ରହିଥିବି ସେତେଦିନ
                   ବଞ୍ଚିଛି ମୁ ଯେତେ ଦିନ। 
ତୁମେ ଅଛ ମୋ ସାଥିରେ
                            ଭାବି ପ୍ରତିକ୍ଷଣ। 
ଖୁସିରେ ମୁଁ କାଟିଦେବି
                     ସବୁ ରାତି ସବୁ ଦିନ। poem - one side love
poet- Udaya Kumar panda
#odisha #odiapoem #odialove  #lovesad
......One side love..... 
ଭଲପାଇବାକୁ ମୋର ତୁମେ 
                            ସ୍ବୀକାର କରି ନ ପାର। 
ପ୍ରେମ କରୁଛି ତୁମକୁ
                           ସ୍ବାର୍ଥ କିଛି ନାହିଁ ମୋର। 
ସବୁଦିନ ପାଇଁ ଯାଇପାରେ ରହି
                       ପ୍ରେମ ମୋର   one side....
ଜୀବନ ମୁଁ ଦେଇପାରେ
                    ତୁମପାଇଁ    plz belive me... 
ଆଜି ମୋତେ ବୁଝୁନାହଁ
                           ଭାବୁଥିବ ଦିନେ। 
ଅନୁତାପ କରି ମୋତେ
                           ଝୁରୁଥିବ ଦିନେ। 
ଅପେକ୍ଷାରେ ରହିଯିବି
                       ତୁମର ଏ ଜୀବନେ। 
କାଳେ କେବେ ଫେରିବ
                       ପ୍ରେମକୁ ମୋ ବୁଝିବ ଦିନେ। 
ନ ଫେରିଲେ ଦୁଖ ନାହିଁ
                          ତୁମକୁ ଭୁଲିବି ନାହିଁ। 
ହ୍ରୁଦୟର ଶୂନ୍ଯତାରେ
                         ରଖିଛି ମୁଁ ତୁମକୁ। 
ରହିଥିବି ସେତେଦିନ
                   ବଞ୍ଚିଛି ମୁ ଯେତେ ଦିନ। 
ତୁମେ ଅଛ ମୋ ସାଥିରେ
                            ଭାବି ପ୍ରତିକ୍ଷଣ। 
ଖୁସିରେ ମୁଁ କାଟିଦେବି
                     ସବୁ ରାତି ସବୁ ଦିନ। poem - one side love
poet- Udaya Kumar panda
#odisha #odiapoem #odialove  #lovesad