।।। ମିଳନ ର ମହାକାବ୍ୟ ।।। ଶ୍ରାବଣ ର ପ୍ରଥମ ବର୍ଷା ଯେବେ ଭିଜାଇ ଦେବ, ଆମ ଦୁହିଁଙ୍କର ଶରୀରକୁ, ହେବ ଏକ ନୂତନ ସ୍ୱର ର ସୃଜନ । ମେଘ ରହିବ ସାକ୍ଷୀ ଆମ ପ୍ରେମ ର, ଆଉ ଆକାଶ ତୋଳିବ ସଙ୍ଗୀତ ର ମୂର୍ଚ୍ଛନା। ତୁମେ ଆଉ ମୁଁ ମିଶି, ଗଢିତୋଳିବା ଆମର ଏକ ଛୋଟ ଦୁନିଆ , ଏଇ ସବୁଜ ପୃଥିବୀ ରେ । ପ୍ରକୃତି ହାତ ବଢାଇ କରିବ ଆଶୀର୍ବାଦ , ରଚନା କରିବ ଆମ ମିଳନ ର ମହାକାବ୍ୟ, ଆଉ ଉତ୍ସବ ମୁଖରିତ ହୋଇ ଉଠିବ ଦଶଦିଗ । #ପ୍ରେମ #ପ୍ରକୃତି #ଶରୀର #ରଚନା #ଉତ୍ସବ #sarira #YQdidi #yourquote #YQBhaina #YQOdia #MunOdia #YoPoWriMo #Poem #poetry #BoostThyself #yqbaba #rachana #utsava # nature #create #music Malaya Mohanty ..written in odia. #nature #create.