Nojoto: Largest Storytelling Platform

କେବେ ଦେଖିଛ ସେ ନଦୀ କୂଳ କେମିତି ନଦୀ ସହ ସବୁବେଳେ ସାଥୀ ସ

କେବେ ଦେଖିଛ ସେ ନଦୀ କୂଳ କେମିତି ନଦୀ ସହ ସବୁବେଳେ ସାଥୀ ସାଥୀ ଚାଲି ଥାଏ, ଏହା ଜାଣିକି ବି ନଦୀ ର ଜନ୍ମ ତ ସମୁଦ୍ରର ରେ ମିଶି ବାକୁ,
କେବେ ଚାହିଂଚ ଆକାଶର ସେ ଦୂର ଦିଗ୍ ବଳୟ କେମିତି ହାତ ଛନ୍ଦି ଚାଲୁ ଥାନ୍ତି, ଏହା ଜାଣିକି ବି ମିଳନ ତ ତାଙ୍କର ବି ସମ୍ଭବ ନୁହେଁ,
କେବେ ଭାବିଛ ଆକାଶର ସୂର୍ଯ୍ୟ ସବୁ ଦିନ ଅସ୍ତ ହୋଇଯାଏ, ରାତ୍ରିର ଚନ୍ଦ୍ରମା କୁ ଦେଖିବାକୁ,
ସେମାନେ ସମସ୍ତେ ପରସ୍ପର ର ପରିପୂରକ,
ହେଇଥାଏ ପରେ ପରସ୍ପର କୁ ସେମାନେ କେବେ ନ ପାଇ ପାରନ୍ତି, କିନ୍ତୁ ଜଣକ ବିନା ଆଉ ଜଣେ ଅଧୁରା। ଜୀବନ ରେ ଭଲ ପାଇବା କେବଳ ଥରେ ହୁଏ, ତା ପରେ ଯାହା ଘଟି ଯାଏ ସେ ସବୁ କୁ ବ୍ୟବସ୍ଥା କି ପ୍ରବନ୍ଧ କି କିଛି ଲୋକ ଙ୍କ ମଧ୍ୟରେ ଘଣ୍ଟେ ଦୁଇ ଘଣ୍ଟାର ପ୍ରହସନ କହିଲେ ବି କିଛି ଭୁଲ ହବ ନାହିଁ। ହେଇଥାଏ ପରେ ଜୀବନ ସାରା ତୁମେ ଆଉ କାହା ସାଙ୍ଗରେ ରହିବ, କିନ୍ତୁ କେବେ ବି ତମେ ଚାହିଁକି ତାଙ୍କୁ ନିଜର କରି ପାରିବ ନାହିଁ। ସ୍ମୃତି ରେ ଆଉ କାହା କୁ ଦେଇ ଥିବା ଜାଗା ଖାଲି ପଡ଼ିବ ସିନା, ତାକୁ ଆଉ କାହାକୁ ଦବା ସମ୍ଭବ ନୁହେଁ........! #ଓଡିଆ #oriya #love #quote #shayri