କିଛି ହସ ଆଉ କିଛି ଲୁହର କାହାଣୀ ।। କେବେ ନିଜ ଜୀବନକୁ ଆଉ କାହା ଦୃଷ୍ଟିରୁ ଦେଖିବାକୁ ଚେଷ୍ଟା କରିଛନ୍ତି? ଆଜି ଜଣେ ତୃତୀୟ ପୁରୁଷ ଭାବେ ଲେଖନ୍ତୁ ନିଜ ଜୀବନକୁ, ଭୁଲ ଠିକ, ସତ ମିଛର ଏକ ନୂଆ ଯବକାଚ ଦେଇ। Collab କରନ୍ତୁ ଉପରୋକ୍ତ ପଦରେ ଏବଂ ରଚନା କରନ୍ତୁ ମନଛୁଆଁ କବିତା, କାହାଣୀ, ଏକପଦୀ କିମ୍ଵା ଲଘୁକଥା। #Collab #ମୋଦୃଷ୍ଟିରେଜୀବନ #yqbhaina #yqodia #odiakavita #challenge #odiawritings #YourQuoteAndMine Collaborating with YourQuote Bhaina