【 ଆତ୍ମବଳ 】 ଓଡ଼ିଆ ମୋ ଭାଷା ରାଇଜ ଓଡ଼ିଶା ଓଡ୍ର କଳିଙ୍ଗ ଉତ୍କଳ, ତା'ରି ଗର୍ଭରେ ସଫଳତା ଆଶା ସୂର୍ଯ୍ୟାଲୋକ ସମ ଉଜ୍ଜ୍ୱଳ। ଜଗତର ସ୍ୱାମୀ ପ୍ରଭୁ ଅନ୍ତର୍ଯ୍ୟାମୀ ସାହା ନାଥ ସିଏ ନୀଳାଚଳ, ସର୍ବତ୍ର ବିସ୍ତାର ଆଶିଷ ତାଙ୍କର ସଂସାର ର ବୀର ଆତ୍ମବଳ। ମର୍ତ୍ତ୍ୟପୁରେ ବାସ ମହା ପ୍ରଭୁଙ୍କର ନିୟନ୍ତ୍ରିତ ଏହି କଳିକାଳ, ଅଧର୍ମ କୁ ନାଶି ଧର୍ମ ସଂସ୍ଥାପନା ପରିଚିତ ତାଙ୍କ ପ୍ରେମ-ଛଳ। ଜୟ ଜଗନ୍ନାଥ♥️ #yqodia #lifequotes #lordjagannath #odisha #odiawritings #dharma #karma #confidence