ଶେଷହେଲା ଉପେକ୍ଷାର ଅବସର, ସ୍ୱାନ୍ତ ଗଗନ ବିହାର ରୁ ଝରିଗଲା ଦୁଇ ବୁନ୍ଦା ମିଳନ ର ଆନନ୍ଦଶ୍ରୁ , ଆଉ ଧ୍ୱାନ୍ତ ପ୍ରକୃତି ନିଜ ବକ୍ଷ ରେ ଜାବୁଡ଼ି ଧରିଲା ବୁନ୍ଦା ବୁନ୍ଦା ଅଶ୍ରୁ ସବୁକୁ | ପ୍ରକୃତି ର ପ୍ରେମ ମିଳନ❤️ . . . #yqbaba #yqbhaina #odiawritings #nature #prakruti