Nojoto: Largest Storytelling Platform

ବିନାୟକ ମିଶ୍ରଙ୍କ ପୁଣ୍ୟ ଜନ୍ମତିଥିର

                   ବିନାୟକ ମିଶ୍ରଙ୍କ ପୁଣ୍ୟ ଜନ୍ମତିଥିରେ 🙏
( ୨ ସେପ୍ଟେମ୍ବର ୧୮୯୪ - ୨୬ ଜୁଲାଇ, ୧୯୭୧ )

ଶରଣକୁଳ ନିକଟସ୍ଥ ନରସିଂହପୁର ଠାରେ ପଣ୍ଡିତ ବିନାୟକ ମିଶ୍ରଙ୍କ ଜନ୍ମ। ତାଙ୍କ ପିତା ହେଉଛନ୍ତି କୃଷ୍ଣଚନ୍ଦ୍ର ମିଶ୍ର ।  ପନ୍ଦର ବର୍ଷ ବୟସରେ ମାଇନର୍ ପାସ୍ କରି କଟକର ସେ କାଳର ଶିକ୍ଷକ ଟ୍ରେନିଂ ( ପ୍ରଶିକ୍ଷଣ ) ନେଉଥିବା ବେଳେ ନିକଟସ୍ଥ ଲଣ୍ଡା ଦେଉଳଠାରେ ରହଣି କରନ୍ତି। କଟକ କଲେଜରେ ପଢୁଥିବା ରତ୍ନାକର ପତିଙ୍କ ସହ ପରିଚୟ ହୁଏ ( ରତ୍ନାକର ପତି ଜଣେ ଉଚ୍ଚକୋଟୀର ଶିକ୍ଷାବିତ୍ ତଥା ରେଭେନ୍ସାର ଦର୍ଶନ ବିଭାଗରେ ପ୍ରଫେସର ଥିଲେ। ତାଙ୍କ ସଂସ୍କାରଧର୍ମିତା ପାଇଁ ତାଙ୍କର ଲେଖାଗୁଡିକ ଆଦରଣୀୟ ଥିଲା। ) । ମନୋବିଜ୍ଞାନ ବି