Nojoto: Largest Storytelling Platform

ମଣିଷ ଜନ୍ମ ଏତେ କଷ୍ଟଦାୟକ କେମିତି କଷ୍ଟ ବିନା ମଣିଷ କଣ କେ

ମଣିଷ ଜନ୍ମ ଏତେ କଷ୍ଟଦାୟକ କେମିତି କଷ୍ଟ ବିନା ମଣିଷ କଣ କେବେ ଖୁସିରେ ବଞ୍ଚି ପାରିବନି ଏମିତି ଅନେକ ଲୋକ ଅଛନ୍ତି ଯାହାଙ୍କର କଷ୍ଟ ଦ୍ବିଗୁଣା ବଢିଯାଇଥାଏ ହେଲେ ସେମାନେ ଯେତେବେଳେ ହସିବାକୁ ଲାଗନ୍ତି ସେତେବେଳେ ହୁଏତ କାହାର ନଜର ଲାଗିଯାଏ ଆଉ ଏ କଷ୍ଟ ସହିବାର ସୀମା ଟପିଯାଏ

©Diptimayee Nayak
  #କଷ୍ଟ #ମଣିଷ #ଦୁଃଖ #odiawritings #odianojoto  #odiakavita

#କଷ୍ଟ #ମଣିଷ #ଦୁଃଖ #odiawritings #odianojoto #odiakavita #ଜୀବନ

152 Views