ଜନ୍ମ ପରେ ମୃତ୍ୟୁ, ମୃତ୍ୟୁ ପରେ ଜନ୍ମ , ଏଇତ ସଂସାର ନିୟମ । କେବେ ଅଧା ଗଢା, କେବେ ପୁଣି ପୂର୍ଣ୍ଣ, ସତେ, ଏଇତ ମଣିଷ ଜୀବନ ।। #ଜନ୍ମ #ମୃତ୍ୟୁ #ଜୀବନ #ସଂସାର #yqbaba #YQdidi #yourquote #YQBhaina #YQOdia #MunOdia #YoPoWriMo #Poem #poetry #BoostThyself #odia #janma