Nojoto: Largest Storytelling Platform

ମନୁଷ୍ୟତା °°°°°°°°°° ଆଜି ଅଛି ପ୍ରାଣ କାଲିକି ନଥିବ

ମନୁଷ୍ୟତା 
°°°°°°°°°°
ଆଜି ଅଛି ପ୍ରାଣ କାଲିକି ନଥିବ 
                 ଏ ତ ଜଗତ ମାୟା 
ହିଂସା, ଘୃଣା, ବାଦ ମଧ୍ୟରେ କାହିଁକି 
             ମଣିଷ ଜାତି ଟା ବାୟା |
ଅନ୍ୟ ଖୁଣ ବାଛି, ନିଜ ଗୁଣ ଦେଖେ 
          ଭାବେ ସେ ନିଜକୁ ଚତୁର 
ଗର୍ବ ପାଶେ ରଖି ଦାନୀ ହୋଇଥିଲେ 
      ସର୍ବ ଧନ ହେବ ଅସାର |
 ଅର୍ଥଲୋଭୀ ଆଜି ସାଜିଛି ମାନବ
          ଶୟନେ, ସ୍ୱପନେ ଅର୍ଥ 
ମନୁଷ୍ୟତା ଯଦି ଅନ୍ତରରେ ନାହିଁ 
           ସର୍ବ ଧନ ହେବ ବ୍ୟର୍ଥ |
 ଧର୍ମ ରଖିଥାଅ, କର୍ମ କରିଯାଅ 
            ଏହା ହିଁ ସଂସାର ରୀତି 
ନିଷ୍ଠା, ସ୍ନେହ, ପ୍ରେମ, ଅନ୍ତରେ ରଖିବା 
               ଗଢିବା ମାନବ ପ୍ରୀତି |

                      ✍️ଲିପିପୁଷ୍ପା ସାହୁ ମନୁଷ୍ୟତା  Pravat Kumar Bal RJ Raju official
ମନୁଷ୍ୟତା 
°°°°°°°°°°
ଆଜି ଅଛି ପ୍ରାଣ କାଲିକି ନଥିବ 
                 ଏ ତ ଜଗତ ମାୟା 
ହିଂସା, ଘୃଣା, ବାଦ ମଧ୍ୟରେ କାହିଁକି 
             ମଣିଷ ଜାତି ଟା ବାୟା |
ଅନ୍ୟ ଖୁଣ ବାଛି, ନିଜ ଗୁଣ ଦେଖେ 
          ଭାବେ ସେ ନିଜକୁ ଚତୁର 
ଗର୍ବ ପାଶେ ରଖି ଦାନୀ ହୋଇଥିଲେ 
      ସର୍ବ ଧନ ହେବ ଅସାର |
 ଅର୍ଥଲୋଭୀ ଆଜି ସାଜିଛି ମାନବ
          ଶୟନେ, ସ୍ୱପନେ ଅର୍ଥ 
ମନୁଷ୍ୟତା ଯଦି ଅନ୍ତରରେ ନାହିଁ 
           ସର୍ବ ଧନ ହେବ ବ୍ୟର୍ଥ |
 ଧର୍ମ ରଖିଥାଅ, କର୍ମ କରିଯାଅ 
            ଏହା ହିଁ ସଂସାର ରୀତି 
ନିଷ୍ଠା, ସ୍ନେହ, ପ୍ରେମ, ଅନ୍ତରେ ରଖିବା 
               ଗଢିବା ମାନବ ପ୍ରୀତି |

                      ✍️ଲିପିପୁଷ୍ପା ସାହୁ ମନୁଷ୍ୟତା  Pravat Kumar Bal RJ Raju official